ବଡଚଣାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୨୮୨୭ ୟୁନିଟ ରକ୍ତ ସଂଗ୍ରହ!

ଅଷ୍ଟିନ୍ ନ୍ଯୁଜ/ଯାଜପୁର ତା-୧୯-୦୯-୨୦୨୨ ସାରା ରାଜ୍ୟରେ ବଡଚଣା ନିର୍ବାଚନ ମଣ୍ଡଳୀ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଗତକାଲି ସ୍ବତନ୍ତ୍ର ପରିଚୟ ପାଇଛି, ଗୋଟିଏ ଦିନରେ ୨୮୨୭ ୟୁନିଟ ରକ୍ତ ସଂଗ୍ରହ କରିପାରିଛି ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ନିର୍ବାଚନ ମଣ୍ଡଳୀ।ବିଜେଡି ନେତା ଅରୁପ ପଟ୍ଟନାୟକ ବଡଚଣାର ବିଭିନ୍ନ ରକ୍ତଦାନ ଶିବିର ବୁଲି ଦେଖିଥିବା ବେଳେ,ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ,ବ୍ଲକ ସଭାପତି ଅରବିନ୍ଦ ସାମଲ ମଧ୍ଯ ବୁଲି କାର୍ଯ୍ୟକ୍ରମ ଦେଖୁଥିଲେ। ମିଳିଥିବା ଖବର ଅନୁଯାୟୀ ବାଲିଚନ୍ଦ୍ରପୁର ରକ୍ତ … Continue reading ବଡଚଣାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୨୮୨୭ ୟୁନିଟ ରକ୍ତ ସଂଗ୍ରହ!